ବିଲୁପ୍ତପ୍ରାୟ ଶାଳିଆ ପତିନି ଉଦ୍ଧାର

ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟର ସାମ୍ବାଦିକ ବିଶ୍ୱରଞ୍ଜନ ପୃଷ୍ଟିଙ୍କ ବାଡ଼ିରେ ଥିବା ଏକ ବଡ଼ ତାଳ ଗଛରୁ ଏସିଆ ମହାଦେଶରୁ ବିଲୁପ୍ତପ୍ରାୟ ଏସିଆନ ପାମ ସିଭେଟ କ୍ୟାଟ ବା ଏସିଆର ମହାଦେଶର କସ୍ତୁରୀ ବିଲେଇ ବା ଶାଳିଆ ପତିନି ଉଦ୍ଧାର ହୋଇଛି। ବିଶ୍ୱରଞ୍ଜନ ନିଜ ବାଡ଼ିରେ ପନିପରିବା ଚାଷ କରୁଥିବା ସମୟରେ ହଠାତ ତାଳ ଗଛରୁ ମୂଷା ଭଳି ଅଙ୍ଗ ଥିବା ବଡ଼ ଏସିଆନ ପାମ … Continue reading ବିଲୁପ୍ତପ୍ରାୟ ଶାଳିଆ ପତିନି ଉଦ୍ଧାର